Home Oriya Odia Dictionary

Download Oriya Odia Dictionary APP

Detrition Oriya Odia Meaning

ଘର୍ଷଣ, ରଗଡ, ସଂଘର୍ଷଣ

Definition

ଚାଲୁଣୀରେ ରଗଡ଼ିବା
କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା
ଘର୍ଷଣ କରିବା
ରଗଡିବା ବା ଘଷିବା କ୍ରିୟା

Example

ସୀତା ହାଲୱା ତିଆରି କରିବାପାଇଁ ଗାଜରକୁ ଘଷୁଥିଲା
ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ
ମହାତ୍ମାଜୀ ଚନ୍ଦନ ଘୋରୁଛନ୍ତି
ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି