Home Oriya Odia Dictionary

Download Oriya Odia Dictionary APP

Devotion Oriya Odia Meaning

ଆଦର ଭାବ, ଆସ୍ଥା, ନିଷ୍ଠା, ଶ୍ରଦ୍ଧା, ସର୍ମପଣ

Definition

ଦେବୀ ଦେବତା ବା ଈଶ୍ୱରଙ୍କ ପ୍ରତି ରଖାଯାଉଥିବା ବିଶେଷ ପ୍ରେମ
ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
ସଦଗତି, ଭଲ ସ୍ୱଭାବ କିମ୍ବା ଚୋରି, ଛଳ କପଟ ନକରିବା ବୃତ୍ତି ବା ଭାବ
କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା

Example

ଈଶ୍ୱରଙ୍କ ପ୍ରତି ଭକ୍ତି ରହିବା ଆବଶ୍ୟକ
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
ଅବିନାଶ ବାବୁ ପ୍ରତ୍ୟେକ କାମ ସଚ୍ଚୋଟତା ସହିତ କରିଥାନ୍ତି
କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ