Home Oriya Odia Dictionary

Download Oriya Odia Dictionary APP

Dhoti Oriya Odia Meaning

ଧୋତି

Definition

ଧୋବା ଜାତିର ସ୍ତ୍ରୀ
ଅଣ୍ଟାରୁ ଆଣ୍ଠୁ ତଳ ପର୍ଯ୍ୟନ୍ତ ଢାଙ୍କିହୋଇଥିବା ଲୁଗା ଯାହା ଅଣ୍ଟାରେ ପିନ୍ଧାଯାଏ
ଧୋବାର ସ୍ତ୍ରୀ
କମର ଏବଂ ତାହାର ତଳ ଅଂଶ ଢାଙ୍କିବା ପାଇଁ ପିନ୍ଧା ଯାଉଥିବା ଏକ ନଅ ଦଶ ହାତ ଲମ୍ବା ଏବଂ ଦୁଇ-ଅଢେଇ ହାତ ଚୌଡାର ଲୁଗା

Example

ଧୋବଣୀ ପ୍ରତି ରବିବାରଦିନ ଲୁଗା ନେବାକୁ ଆସେ
ଧୋତି କୁର୍ତ୍ତା ଆମର ରାଷ୍ଟ୍ରୀୟ ପରିଧାନ
ଧୋବଣୀ ତା ସ୍ୱାମୀକୁ କାମରେ ସାହାଯ୍ୟ କରୁଛି
(ବିଧବା) ସ୍ତ୍ରୀଲୋକମାନେ କମର ତଳ ଅଂଶର ଅଙ୍ଗ ଘୋଡାଇବା ସହିତ ଉପର ଅଂଶକୁ ଢାଙ୍କିବା ପାଇଁ ଧୋତିର ବ୍ୟବହାର କରନ୍ତି