Home Oriya Odia Dictionary

Download Oriya Odia Dictionary APP

Diabetic Oriya Odia Meaning

ଡାଇବେଟିକ୍, ମଧୁମେହ

Definition

ବାରମ୍ବାର ଓ ଅଳ୍ପଅଳ୍ପ ପରିସ୍ରା ହେଉଥିବା ଏବଂ ପରିସ୍ରା ସହିତ ଶରୀରରୁ ଶର୍କରା ବା ଚିନିର କିଛି ଅଂଶ ବାହାରିଯାଉଥିବା ରୋଗ
ଯେଉଁ ବ୍ୟକ୍ତିକୁ ମଧୁମେହ ରୋଗ ହୋଇଥାଏ
ଯାହାକୁ ମଧୁମେହ ରୋଗ ହୋଇଛି

Example

ମଧୁମେହରେ ପୀଡ଼ିତ ବ୍ୟକ୍ତିର ମିଠା ଖାଇବା ଉଚିତ ନୁହେଁ
ଡାକ୍ତର ମଧୁମେହୀକୁ କେତେକ ଉପଦେଶ ଦେଉଛନ୍ତି
ଡାକ୍ତରଙ୍କ ପାଖରେ ମଧୁମେହ ରୋଗୀମାନଙ୍କର ଭିଡ଼ ହୋଇଛି