Home Oriya Odia Dictionary

Download Oriya Odia Dictionary APP

Didactics Oriya Odia Meaning

ତାଲିମ, ଶିକ୍ଷା

Definition

ଶିକ୍ଷା ସମ୍ବନ୍ଧୀୟ ଯୋଗ୍ୟତା
ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
ଶିଖାଇବା ବା ଶିଖା ଯାଉଥିବା ହିତକଥା
ବିଦ୍ୟା, ସଂଗୀତଆଦି ପଢ଼ାଇବାର କିମ୍ବା ଶିଖାଇବାର କ୍ରିୟା

Example

ଆପଣଙ୍କୁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ-ପତ୍ର ପ୍ରସ୍ତୁତ କରିବାକୁ ପଡ଼ିବ
ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
ଆମ ମହାକାବ୍ୟରୁ ଆମକୁ ଏହି ଶିକ୍ଷା ମିଳେ ଯେ ସବୁବେଳ