Home Oriya Odia Dictionary

Download Oriya Odia Dictionary APP

Diet Oriya Odia Meaning

ଅଳ୍ପଆହାର, ପଥିଆହାର, ମିତଆହାର, ଲାଇଟଫୁଡ, ସୁପଥିଆହାର, ସୁପଥ୍ୟାହାର

Definition

ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର
ଖାଦ୍ୟ ଖାଇବା କ୍ରିୟା
ଆହାର ଗ୍ରହଣରେ ସଂଯମ ରଖିବା‌ ପ୍ରକ୍ରିୟା
ସଂଯମଯୁକ୍ତ ଆହାର
ଯାହା ଅତି ସହଜରେ ହଜମ ହୋଇଯାଏ
କମ ମାତ୍ରାରେ କରାଯାଉଥିବା ଆହାର
ଶୀ

Example

ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
ଡାକ୍ତର ହୃଦରୋଗୀମାନଙ୍କୁ ଅଳ୍ପଆହାର କରିବା ପାଇଁ ଉପଦେଶ ଦେଇଛନ୍ତି
ସୁପଥ୍ୟାହାର ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ
ଖେଚୁଡ଼ି ଏକ ସୁପାଚ୍ୟ ଭୋଜନ
ଖେଚୁଡ଼ି ଏକ ସୁପାଚ୍ୟ