Home Oriya Odia Dictionary

Download Oriya Odia Dictionary APP

Difference Oriya Odia Meaning

ଅନ୍ତର, କଳି, ଝଗଡା, ପରିଶେଷ, ପାର୍ଥକ୍ୟ, ପ୍ରଭେଦ, ଫରକ, ଫେଡାଣ ଫଳ, ବିବାଦ, ବିୟୋଗ ଫଳ, ବିଷମତା, ଭିନ୍ନତା, ଭେଦ, ମକଦମା, ଲଢେଇ

Definition

ଅସଙ୍ଗତ ହେବାର ଅବସ୍ଥା ବା ଭାବ
କୌଣସି ସଂଖ୍ୟାରୁ କୌଣସି ସଂଖ୍ୟା ଫେଡ଼ିବା କ୍ରିୟା
ଭାଗ କଲାପରେ ବଳୁଥିବା ଶେଷ ଅଙ୍କ ଯାହାକୁ ଭାଜକଦ୍ୱାରା ଆଉ ଭାଗ କରାଯାଇପାରିବ ନାହିଁ
ଅଳ୍ପ ହେବାର ଅବସ୍ଥା ବା ଭାବ
ମନର ସେହି

Example

କାମ ଯୋଗୁଁ ଆସୁଥିବା ବିସଙ୍ଗତିଗୁଡ଼ିକୁ ଦୂରକରି କାର୍ଯ୍ୟରେ ଗତି ଅଣାଯାଇପାରିବ
ବିୟୋଗ କଲାପରେ ଉତ୍ତର ଚାରି ହେଲା
ଏହି ହରଣ ଅଙ୍କକୁ ସମାଧାନ କଲାପରେ ଭାଗଶେଷ ଏକ ଆସିଲା
ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ଅନ୍ତର