Home Oriya Odia Dictionary

Download Oriya Odia Dictionary APP

Dig Oriya Odia Meaning

ଆକ୍ଷେପ, କଟାକ୍ଷ, କେଞ୍ଚିବା, ଖଟେଇବା, ଖନନ କରିବା, ଖୋଳାଯିବା, ଖୋଳାହେବା, ଖୋଳିବା, ଧରିବା, ବିନ୍ଧିବା, ବୁଝେଇବା, ବ୍ୟଙ୍ଗୋକ୍ତି, ଭୁସିବା, ରଗଡିବା, ଲଗେଇବା, ହାଣିବା

Definition

କାହା ଉପରେ ଲଗାଯାଇଥିବା ଦୋଷ
କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
କାହାକୁ ଆକ୍ଷେପ କରିବା ପାଇଁ କୁହା ଯାଉଥିବା ବ୍ୟଙ୍ଗପୂର୍ଣ୍ଣ କଥା

Example

ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
ସେ କଥା କଥାରେ କଟାକ୍ଷ କରୁଛି
ସେ ମୋ ଆଡ଼କୁ କଣେଇକଣେଇ ଦେଖୁଛି
କୃଷକ ନିଜ ଜମିରେ କୁଅ ଖୋଳୁଛି
ସେ ମାର୍ବଲରେ ନିଜ ନାମ