Home Oriya Odia Dictionary

Download Oriya Odia Dictionary APP

Dig Out Oriya Odia Meaning

ଖୋଳାଯିବା, ଖୋଳାହେବା

Definition

ଉପର ମାଟି ବାହାରକରି ଗାଡ଼ କରିବା
କୌଣସି କଠିନ ଜିନିଷରେ ଧାରୁଆ ବସ୍ତୁଦ୍ୱାରା ଅଙ୍କିତ କରିବା ବା ଲେଖିବା
ଆଙ୍ଗୁଳି ବା ବାଡ଼ିଆଦିରେ ଚାପିବା
କାହାଠାରୁ କିଛି ଜାଣିବାପାଇଁ ତାକୁ ବାରମ୍ବାର ପ୍ରେରିତ କରିବା

Example

କୃଷକ ନିଜ ଜମିରେ କୁଅ ଖୋଳୁଛି
ସେ ମାର୍ବଲରେ ନିଜ ନାମ ଉତ୍କୀର୍ଣ୍ଣ କଲା
ରାମୁ ମୋତେ ବାରମ୍ବାର ଆଙ୍ଗୁଳି ଖେଞ୍ଚୁଥିଲା, କିନ୍ତୁ ମୁଁ କିଛି ବି କହିଲି ନାହିଁ
ଅଦାଲତରେ ଓକିଲ ସାକ୍ଷୀକୁ ବାରମ୍ବାର ଉଖୁରଉଥିଲେ