Home Oriya Odia Dictionary

Download Oriya Odia Dictionary APP

Digestive System Oriya Odia Meaning

ପାଚନତନ୍ତ୍ର

Definition

ଶରୀରର ସେହି ଅଙ୍ଗସମୂହ ଯାହା ଖାଦ୍ୟକୁ ପଚାଏ ଏବଂ ପାଚନ କ୍ରିୟାର ଭାରସାମ୍ୟ ନିର୍ଣ୍ଣୟ କରେ
ଖାଉଥିବା ଖାଦ୍ୟ ପେଟକୁ ଯାଇ ଶରୀରରେ ଧାତୁ ରୂପରେ ପରିବର୍ତ୍ତନ

Example

ପାଚନତନ୍ତ୍ର ଠିକ୍ ଭାବେ କାମ ନକଲେ ଅଜୀର୍ଣ୍ଣ ପରି ରୋଗ ହୁଏ
ଖାଦ୍ୟ ଠିକ୍‌ ହଜମ ନ ହେଲେ କୋଷ୍ଠକାଷ୍ଠିନ୍ୟ ହୁଏ