Home Oriya Odia Dictionary

Download Oriya Odia Dictionary APP

Dignified Oriya Odia Meaning

ଆତ୍ମାଭିମାନୀ, ସ୍ବାଭିମାନୀ

Definition

ଯାହାଙ୍କୁ କୌଣସି ପଦ, ପଦବୀଆଦିରେ ବିଭୂଷିତ କରାଯାଇଛି
ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
ଯେ ଗୌରବ ବା ମହିମାରେ ମଣ୍ଡିତ
ଯାହାଙ୍କର ସମ୍ମାନ କରାଯାଇଛି
ଯେଉଁଥିରେ ଚମକ ଅଛି ବା ଚମକୁଥିବା ରଙ୍ଗ
ଯାହାର ନିଜ ପ୍ରତିଷ୍ଠ

Example

ତାଙ୍କୁ ଭାରତ-ଭୂଷଣ ଉପାଧିରେ ଅଂଳଙ୍କୃତ କରାଗଲା
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
ବିଶ୍ୱରେ ଭାରତର ଗୌରବପୂର୍ଣ୍ଣ ସ୍ଥାନ ରହିଛି