Home Oriya Odia Dictionary

Download Oriya Odia Dictionary APP

Diligent Oriya Odia Meaning

ଏକାଗ୍ରଚିତ୍ତ, ଏକାଗ୍ରମନ, ତନ୍ମୟ

Definition

ଯିଏ କୌଣସି କାର୍ଯ୍ୟ ବା ବିଷୟରେ ସମ୍ପୂର୍ଣ୍ଣ ଭାବେ ଲୀନ ହେଇଯାଇଥାଏ ବା ପୂରା ଲାଗିଯାଇଥାଏ
ଯାହାର ଚିତ୍ତ ସ୍ଥିର
ଯେ ପରିଶ୍ରମ କରେ
ଗୋଟିଏ କାମରେ ଲାଗିଥିବା ମାନସିକତା
ପରିଶ୍ରମ

Example

ସେ ପୂଜାରେ ତଲ୍ଲୀନ ହୋଇଯାଇଛନ୍ତି
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ପରିଶ୍ରମୀ ବ୍ୟକ୍ତି ସବୁବେଳେ ସଫଳ ହୁଏ
ସେ ଏକାଗ୍ରଚିତ୍ତ ହୋଇ ନିଜ କାମ କରୁଛି
ପରିଶ୍ରମୀକୁ ଅବଶ୍ୟ ସଫଳତା