Home Oriya Odia Dictionary

Download Oriya Odia Dictionary APP

Diminutiveness Oriya Odia Meaning

ସୂକ୍ଷ୍ମତା

Definition

ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ପତଳା ବା ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ପତଳା ହେବା ଅବସ୍ଥା ବା ଭାବ

Example

ସୂକ୍ଷ୍ମତା କାରଣରୁ ବହୁତ ଜୀବ ଆଖିକୁ ଦେଖାଯାନ୍ତି ନାହିଁ
କନାର ସୂକ୍ଷ୍ମତା ଯେ କୌଣସି ଲୋକ ପରଖି ପାରେନାହିଁ
ସିଫନ୍‌ କନାର ସୂକ୍ଷ୍ମତା ଥାଏ
ମୋତେ ଏହି ଯନ୍ତ୍ରର ସୂକ୍ଷ୍ମତା ବିଷୟରେ ବୁଝାନ୍ତୁ