Home Oriya Odia Dictionary

Download Oriya Odia Dictionary APP

Directness Oriya Odia Meaning

ଅଖଣ୍ଡପଣ, ସ୍ପଷ୍ଟବାଦିତା

Definition

ନିଷ୍କପଟ ହେବାର ଅବସ୍ଥା
ଲୋକଦେଖାଣିଆ ନ ଥାଇ ସରଳ ହେବାର ଅବସ୍ଥା ବା ଭାବ
ଅଖାଡ଼ୁଆ ହେବାର ଅବସ୍ଥା ବା ଭାବ
କୌଣସି ସଂକୋଚ ବିନା ସ୍ପଷ୍ଟ କହିବା କ୍ରିୟା

Example

ସନ୍ଥ ଲୋକେ ସରଳଭାବରେ ଜୀବନ ବିତେଇବା ପସନ୍ଦ କରନ୍ତି
ହସିକରି ଟାଳିଦେଲେ ତାର ଅଖଡ଼ପଣ ବଢ଼ିଯାଏ
ତାର ସ୍ପଷ୍ଟବାଦିତା ହିଁ ତାର ମୃତ୍ୟୁର କାରଣ ହେଲା