Home Oriya Odia Dictionary

Download Oriya Odia Dictionary APP

Disagreeable Oriya Odia Meaning

ଅପସନ୍ଦ, ଅମତ, ଅସମ୍ମତ, ନାପସନ୍ଦ, ସମ୍ମତିହୀନ

Definition

ଯାହା ପସନ୍ଦ ନୁହେଁ
ଯେ ପ୍ରିୟ ନୁହେଁ
ଯାହା ଇଚ୍ଛା କରାଯାଇ ନାହିଁ ବା ଯାହା ଇଚ୍ଛିତ ନୁହେଁ
ଭଲର ଓଲଟା ବା ବିପରୀତ
ଯାହା ରୁଚିକର ନୁହେଁ
ଯିଏ ସହମତ ବା ରାଜି ନୁହେଁ
ଯାହା ଉପରେ କାହାର ସମାନ ମତ ନ ଥା

Example

ବାଧ୍ୟତାବଶତଃ କିଛିଲୋକଙ୍କୁ ଅପସନ୍ଦ ବସ୍ତୁ କିଣିବାକୁ ପଡ଼େ
ଅପ୍ରିୟ କଥା କହ ନାହିଁ
ବେଳେବେଳେ କୌଣସି ଅଲୋଡ଼ା ବସ୍ତୁର ପ୍ରାପ୍ତି ସୁଖଦାୟକ ହୋଇଥାଏ
ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ
ଏହି ପ୍ରସ୍ତାବରେ ଯେଉଁମାନେ