Disagreement Oriya Odia Meaning
ଅନୈକ୍ୟ, ଅସମ୍ମତି, ଅସହମତି, ମତଭିନ୍ନତା, ମତଭେଦ, ମତାନ୍ତର, ସହମତିହୀନତା
Definition
କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
ସ୍ୱୀକାର ନକରିବା କ୍ରିୟା ବା ଭାବ
ଆପସରେ ମିଶୁନଥିବା ଦୁଇ ବା ଅଧିକ ବ୍ୟକ୍ତି ବା ପକ୍ଷଙ୍କ ମତ
କୌଣସି ଜିନିଷ ଫାଟିଗଲେ ମଝିରେ ପଡ଼ୁଥିବା
Example
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି
ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ
ନିଜ ନିଜ ମତଭେଦ ଯୋଗୁଁ ଏହି କାର୍ଯ୍ୟ ହୋଇପାରୁନାହି
Rush in Oriya OdiaPreserver in Oriya OdiaUnpublishable in Oriya OdiaRetention in Oriya OdiaBoggle in Oriya OdiaThere in Oriya OdiaRoaring in Oriya OdiaZoroastrianism in Oriya OdiaMute in Oriya OdiaPerish in Oriya OdiaFlick in Oriya OdiaNomad in Oriya OdiaRidiculous in Oriya OdiaCertain in Oriya OdiaFit Out in Oriya OdiaCelebrity in Oriya OdiaExposed in Oriya OdiaRevel in Oriya OdiaSynonymous in Oriya OdiaNote in Oriya Odia