Home Oriya Odia Dictionary

Download Oriya Odia Dictionary APP

Disappear Oriya Odia Meaning

ଉଡିଯିବା, ଛୁ ମନ୍ତର ହୋଇଯିବା, ନ ଦିଶିବା, ହଜିଯିବା

Definition

ଯାହା ଲୁପ୍ତ ହୋଇଯାଇଛି
ପଳାଇ ଯାଇଥିବା
ଅସ୍ତିତ୍ତ୍ୱରେ ନ ରହିବା
ବିପଦ ସ୍ଥାନରୁ ଡରି ବା ନିଜ କର୍ତ୍ତବ୍ୟ ଆଦିରୁ ବିମୁଖ ହୋଇ ଓ ଲୋକଙ୍କ ନଜରକୁ ଏଡ଼ାଇ ପଳାଇଯିବା
ଆଖିରୁ ଅଦୃଶ୍ୟ ହେବା

ଦେଖା ନ ମିଳିବା

Example

ଡାୟୋନସର ଏକ ବିଲୁପ୍ତ ପ୍ରାଣୀ
ଧୀରେ ଧୀରେ ଜୀବମାନଙ୍କର ବହୁ ପ୍ରଜାତିଗୁଡ଼ିକ ବିଲୁପ୍ତ ହେଉଛନ୍ତି
କଏଦୀ ଜେଲରୁ ଫେରାର ହୋଇଗଲା
ସୂର୍ଯ୍ୟ ମେଘ ଭିତରେ ଲୁଚିଗଲା
ଅନେକ ଦିନ ହେଲା ସେ ଦିଶୁ ନାହିଁ