Home Oriya Odia Dictionary

Download Oriya Odia Dictionary APP

Disapproved Oriya Odia Meaning

ଅସ୍ବୀକୃତ, ନାମଞ୍ଜୁର

Definition

ଯାହାଙ୍କୁ ସହମତି ମିଳିନାହିଁ
ଯାହା ସ୍ୱୀକୃତ ହୋଇନାହିଁ
ଯାହା ସ୍ୱୀକୃତ ହୋଇନାହିଁ ବା ଯାହାକୁ ସ୍ୱୀକାର କରାଯାଇନାହିଁ
କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା

Example

ଏବେବି ଏହି ପରିଯୋଜନା ସରକାରଙ୍କଦ୍ୱାରା ନାମଞ୍ଜୁର ହୋଇରହିଛି
ନାମଂଜୁର ବିଧେୟକର ଚର୍ଚ୍ଚା ପୁଣି ଆସନ୍ତା ଅଧିବେଶନରେ ହେବ
ସରକାର ଶ୍ରମିକମାନଙ୍କ ଦାବିକୁ ଅସ୍ୱୀକୃତ କରିଦେଲେ