Home Oriya Odia Dictionary

Download Oriya Odia Dictionary APP

Disbelief Oriya Odia Meaning

ଅପ୍ରତୀତ, ଅବିଶ୍ବାସ, ବିଶ୍ବାସହୀନତା

Definition

ଯାହା ଉପରେ ବିଶ୍ୱାସ କରାଯାଇ ନପାରେ ବା ଯାହା ଉପରେ ବିଶ୍ୱାସ ହୁଏ ନାହିଁ
ବିଶ୍ୱାସ ନହେବା ଅବସ୍ଥା ବା ଭାବ
ବେଦ,ଈଶ୍ୱର ଓ ପରଲୋକଆଦିରେ ଅବିଶ୍ୱାସ
ଶ୍ରଦ୍ଧାର ଅଭାବ
ପ୍ରତ୍ୟୟର ଅଭାବ

Example

ଏହା ଅବିଶ୍ୱାସନୀୟ କଥା
ଲୋକଙ୍କ ପ୍ରତି ଅବିଶ୍ୱାସ ହିଁ ଆଉରଙ୍ଗଜେବଙ୍କ ପତନର ସବୁଠୁ ବଡ଼ କାରଣ ଥିଲା
ନାସ୍ତିକତା କାରଣରୁ ମଣିଷ ପାପରେ ଲିପ୍ତ ହୋଇଯାଏ
ଶ୍ରଦ୍ଧାହୀନତା ପୂଜାକୁ ସଫଳ କରେନାହିଁ
ଏହି ଶବ୍ଦଗୁଡ଼ିକରୁ ପ୍ରତ୍ୟୟ ଅଲଗାକରି ଏହାକୁ ପ୍ରତ୍ୟୟବିହୀନ କର