Home Oriya Odia Dictionary

Download Oriya Odia Dictionary APP

Discerning Oriya Odia Meaning

ସୂକ୍ଷ୍ମଦର୍ଶୀ

Definition

ଭଲ-ମନ୍ଦ ସମ୍ପର୍କିତ ଜ୍ଞାନ ଥିବା ଲୋକ
ଯେଉଁ ଯନ୍ତ୍ରଦ୍ୱାରା ଦେଖିଲେ ଛୋଟ ଛୋଟ ଜିନିଷ ବଡ଼ ଦେଖାଯାଏ
ଯାହାର ବୁଦ୍ଧି ବହୁତ ତେଜ‌
ବହୁତ ସୂକ୍ଷ୍ମ ବା ଛୋଟଛୋଟ କଥା

Example

ବିବେକୀ ବ୍ୟକ୍ତି ନିଜ ବିବେକଦ୍ୱାରା ଖରାପ ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଣ କରିପାରେ
ବୈଜ୍ଞାନିକ ପରୀକ୍ଷାଗାରରେ ଅଣୁବୀକ୍ଷଣ ଯନ୍ତ୍ରରେ ଏମିବାକୁ ଦେଖୁଛନ୍ତି
ବୁଦ୍ଧିମାନ ମନୋହର ଜଣେ ଭଲ ଖେଳାଳୀ