Home Oriya Odia Dictionary

Download Oriya Odia Dictionary APP

Discourtesy Oriya Odia Meaning

ଅଭଦ୍ରତା, ଅଶାଳୀନତା, ଅଶିଷ୍ଠତା, ଅସଭ୍ୟପ

Definition

ଅଶିଷ୍ଟ ହେବା ଅବସ୍ଥା ବା ଭାବ
ଦୁର୍ଜନ ହେବାର ଅବସ୍ଥା ବା ଭାବ
ଅଭଦ୍ର ହେବାର ଅବସ୍ଥା ବା ଭାବ
ଅଖାଡ଼ୁଆ ହେବାର ଅବସ୍ଥା ବା ଭାବ

Example

ଅଶିଷ୍ଟତା ମଣିଷକୁ ପଶୁ କରିଦିଏ
ଶଠତାଠାରୁ ଦୂରରେ ରୁହ
ତାର ଅଭଦ୍ରତା ଦିନକୁ ଦିନ ବଢ଼ୁଅଛି
ହସିକରି ଟାଳିଦେଲେ ତାର ଅଖଡ଼ପଣ ବଢ଼ିଯାଏ