Home Oriya Odia Dictionary

Download Oriya Odia Dictionary APP

Discretion Oriya Odia Meaning

ବିବେକ, ସମଜଦାରୀ, ସ୍ବେଚ୍ଛା

Definition

ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ
ଯୁକ୍ତିରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ
କାହାରି ଅଧୀନ ନହୋଇ କେବଳ ନିଜ ଅଧୀନ ବା ସ୍ୱତନ୍ତ୍ର ହେବାର ଅବସ୍ଥା ବା ଭାବ
ଭଲ-ଖରାପ କଥା ବୁଝିବା ଓ ବୁଝାଇବାର ଶ

Example

ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ
ଯୁକ୍ତିପୂର୍ଣ୍ଣତାରେ କୌଣସି ବି କାମ ସହଜରେ କରାଯାଇପାରେ
ସେ ସ୍ୱାଧୀନତାର ଲଢ଼େଇ ଲଢ଼ୁଛି
ବିପତ୍ତି ସମୟରେ ବିବେକ ଅନୁସାରେ କାମ କରିବା ଦରକାର
ଅନ୍ୟମାନଙ୍କର ବୁଦ୍ଧିରେ ଘୋଡ଼ାଚଢ଼ିବା ଅପେକ୍ଷା ନିଜ ବୁଦ୍ଧିରେ ଘାଷକାଟିବା