Home Oriya Odia Dictionary

Download Oriya Odia Dictionary APP

Disgorge Oriya Odia Meaning

ଛେପପକାଇବା, ଥୁକିବା

Definition

ପେଟକୁ ଯାଇଥିବା ବସ୍ତୁକୁ ମୁହଁ ଦେଇ ବାହାର କରିବା
ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
ମୁହଁରୁ କିଛି ବସ୍ତୁ ବାହାରକୁ ବାହାର କରିବା

Example

ଜଣାନାହିଁ ମୋହନ କାହିଁକି ବାନ୍ତି କରୁଛି
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା