Home Oriya Odia Dictionary

Download Oriya Odia Dictionary APP

Disguise Oriya Odia Meaning

କପଟବେଶ, ଛଦ୍ମବେଶ

Definition

ପିନ୍ଧିବା ବସ୍ତ୍ର
କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
କାହାର ଅନୁରୂପ ଧରଣର ବେଶ ବା ରୂପ କରାଯାଇଥିବା ଅବସ୍ଥା
ବେଶ ବଦଳାଇବା ବା ନିଜ ସ୍ୱରୂପକୁ ଲୁଚାଇବା କ୍ରିୟ

Example

ଆଜି ବିଦ୍ୟାଳୟରେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି
ଇନ୍ଦ୍ର ଗୌତମ ଋଷିଙ୍କ ଛଦ୍ମବେଶ ଧାରଣ କରି ଅହଲ୍ୟାଙ୍କ ସତୀତ୍ୱ ନଷ୍ଟ କରିଥିଲେ
ଛଦ୍ମ ବେଶର ସାହାଯ୍ୟ ନେଇ ସେ ସିପାହୀମାନଙ୍କଠାରୁ ରକ୍ଷାପାଇଗଲା