Home Oriya Odia Dictionary

Download Oriya Odia Dictionary APP

Dish Out Oriya Odia Meaning

ବାଣ୍ଟିବା, ବିତରଣ କରିବା

Definition

ଥାଳି ବା ପତରରେ ଖାଦ୍ୟ ବାଢ଼ିବା ବା ବାହାରକରିବା କ୍ରିୟା
ଖାଇବାପାଇଁ କାହାରି ଆଗରେ ଖାଦ୍ୟପଦାର୍ଥ ରଖିବା
ଥାଳି ବା ଖଲିରେ ଖାଦ୍ୟଦେବା

Example

ତାକୁ ଖାଦ୍ୟ ପରଷିବା ଆସେନାହିଁ / ମହାତ୍ମାଙ୍କୁ ଖାଦ୍ୟ ବାଢ଼ିବା ପରେ ସେ ପଙ୍ଖା କଲେ
ମାଆ ରାମକୁ ଖାଦ୍ୟ ପରଷୁଛନ୍ତି
ମାଆ ଆମ ସମସ୍ତଙ୍କପାଇଁ ଖାଦ୍ୟ ପରଷିଛନ୍ତି