Home Oriya Odia Dictionary

Download Oriya Odia Dictionary APP

Disharmonious Oriya Odia Meaning

ଅଜୋଡ, ଅମେଳ

Definition

ଅନ୍ୟ କେହି ଯାହାର ସମକକ୍ଷ ନୁହଁନ୍ତି
ଯାହା ସମ୍ବନ୍ଧିତ ନୁହେଁ
ଯାହା ସଦୃଶ ନୁହେଁ ବା ଜଣେ ଅନ୍ୟଠାରୁ ଭିନ୍ନ
ନିୟତ ସ୍ୱରରୁ ବାହାର
ଯାହା ଯୋଡ଼ା,ମିଶା, ବା ଲଗା ହୋଇନଥାଏ
ଯେଉଁଥିରେ ସଂଯୋଗ ନାହିଁ
ଯେଉଁଥିରେ ମେଳ ନାହିଁ

Example

ପ୍ରେସ୍‌ ବାର୍ତ୍ତା ଅବସରରେ ନେତାଜଣଙ୍କ ପ୍ରଶ୍ନ‌ର ଉତ୍ତର ନଦେଇ ଅପ୍ରସଙ୍ଗ କଥା କହିବାକୁ ଲାଗିଲେ
ସେ ବେସୁରା ଗଳାରେ ଗାଉଥିଲା
ଶାଢି ଏକ ଅଜୋଡ ବସ୍ତ୍ର
ସେ ନିଜର ଅମେଳ ବିବାହ ପାଇଁ ଦୁଃଖୀ