Home Oriya Odia Dictionary

Download Oriya Odia Dictionary APP

Dishonesty Oriya Odia Meaning

ବେଇମାନୀ, ହାରାମୀ

Definition

ଦୁର୍ଜନ ହେବାର ଅବସ୍ଥା ବା ଭାବ
ଛଳ-କପଟ ବା ଅନ୍ୟ କୌଣସି ପ୍ରକାର ଅନାଚାର କରିବା ଅବସ୍ଥା ବା ଭାବ
ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ

Example

ଶଠତାଠାରୁ ଦୂରରେ ରୁହ
ବେଇମାନୀ ଧନ କେବେ ରହେ ନାହିଁ
ମିଛ କହିବା ମହାପାପ
ତାର କୁଟିଳତାପାଇଁ ତାକୁ କେହି ପସନ୍ଦ କରନ୍ତି ନାହିଁ
ବ୍ୟଭିଚାର ବୈବାହିକ ସମ୍ବନ୍ଧକୁ ଦୁର୍ବଳ କରିଦିଏ
ଇସଲାମ୍