Home Oriya Odia Dictionary

Download Oriya Odia Dictionary APP

Disloyal Oriya Odia Meaning

ଦେଶଦ୍ରୋହୀ, ନିଷ୍ଠାହୀନ, ରାଷ୍ଟ୍ରଦ୍ରୋହୀ

Definition

ଯେଉଁଥିରେ ନିଷ୍ଠା ନଥାଏ
ବିଶ୍ୱାସଘାତକତା କରିବା ବ୍ୟକ୍ତି
ଯେ ଦେଶପ୍ରତି ଦ୍ରୋହ କରିଛି
ନିଜ ଦେଶ ପ୍ରତି ଦ୍ରୋହ କରିଥିବା ବ୍ୟକ୍ତି
ଯେ ବିଶ୍ୱାସଘାତ କରେ

Example

ପ୍ରକାଶ ଜଣେ ନିଷ୍ଠାହୀନ ବ୍ୟକ୍ତି
ଦେଶଦ୍ରୋହୀ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ମିଳିବା ଉଚିତ
ସତର୍କତାର ସହ ଦେଶଦ୍ରୋହୀମାନଙ୍କ ଚକ୍ରାନ୍ତକୁ ପଣ୍ଡ କରିଦିଆଗଲା
ବିଶ୍ୱାସଘାତୀମାନଙ୍କୁ ବିଶ୍ୱାସ କରିବା ଉଚିତ ନୁହେ