Home Oriya Odia Dictionary

Download Oriya Odia Dictionary APP

Disorder Oriya Odia Meaning

ଅଶାନ୍ତ ହେବା, ଅସ୍ତବ୍ୟସ୍ତ, ଆକୁଳତା, ଆତୁରତା , ଆନ୍ଦୋଳିତ, ଉଦ୍ବିଗ୍ନତା, ଓଲଟପାଲଟ, କ୍ରମହୀନତା, ବିକଳତା, ବ୍ୟାକୁଳ ହେବା, ବ୍ୟାକୁଳତା, ଶୃଙ୍ଖଳାହୀନତ

Definition

ଯାହାଙ୍କ ଚିତ୍ତ ବ୍ୟାକୁଳ ବା ଯିଏ ବ୍ୟସ୍ତ ହୋଇଯାଇଛି
ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍

Example

ପରୀକ୍ଷାରେ ଉଦ୍‌ବିଗ୍ନ ଛାତ୍ରମାନଙ୍କୁ ଅଧ୍ୟାପକ ମହୋଦୟ ବୁଝାଉଥିଲେ
ଶରୀର ରୋଗର ଘର / ବଡ଼-ବଡ଼ ଡାକ୍ତରମାନେ ମଧ୍ୟ ଏହି ରୋଗକୁ ଚିହ୍ନି ପାରୁନାହାନ୍ତି
ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି