Home Oriya Odia Dictionary

Download Oriya Odia Dictionary APP

Disorganization Oriya Odia Meaning

ଅନିୟମିତତା, ଅବ୍ୟବସ୍ଥା, ଅବ୍ୟବସ୍ଥିତତା

Definition

ଉଦବିଗ୍ନ ହେବାର ଅବସ୍ଥା ବା ଭାବ
କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
ବ୍ୟବସ୍ଥାର ଅଭାବ
କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ
ଅବହେଳା କିମ୍ବା

Example

ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
ଅବ୍ୟବସ୍ଥା କାରଣରୁ କୌଣସି ବି କାମ ସମୟ ମଧ୍ୟରେ ହୋଇପାରିଲା ନାହିଁ
ଅନ୍ଧାରରେ ଦଉଡ଼ିକୁ ଦେଖି ସାପର