Home Oriya Odia Dictionary

Download Oriya Odia Dictionary APP

Dispatch Oriya Odia Meaning

ଖଲାସକରିବା, ଜୀବନନେବା, ବିଜ୍ଞପ୍ତି, ମରିବା, ଶେଷକରିବା, ସୂଚନା, ହତ୍ୟାକରିବା

Definition

ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
ବତାଇବା ବା ସୂଚିତ କରିବାର ପ୍ରକ୍ରିୟା
କେଉଁଠିକୁ କିଛି ପଠାଇବା କ୍ରିୟା

Example

ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଜ୍ଞପ୍ତି ଅନୁସାରେ ସାରା ବିଶ୍ୱରେ ମୂଷାଗୁଡ଼ିକ ୩୩ କୋଟି ଟନ ଚାଉଳ ଖାଇ ଯାଉଛନ୍ତି
ଆପଣ ପତ୍ର ପ୍ରେରଣରେ ଏତେ ଡେରି କଲେ କାହିଁକି?