Home Oriya Odia Dictionary

Download Oriya Odia Dictionary APP

Dispel Oriya Odia Meaning

ତଡିଦେବା, ଭଗେଇଦେବା, ହଟେଦେବା

Definition

ବିସ୍ତାର, କାଳ, ସମ୍ବନ୍ଧଆଦି ବିଚାରରେ ଅଲଗା କରିବା
କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ଦୂର କରିବା
ପ୍ରଥା ଆଦିର ଅନ୍ତ କରିବା
ହଟାଇବା ବା ଅଲଗା କରିବାର ପ୍ରକ୍ରିୟା

Example

ଆମେ ପରସ୍ପର ମଧ୍ୟରେ ମନୋମାଳିନ୍ୟକୁ ତୁଟାଇବା
ଭଗବାନ ସମସ୍ତଙ୍କ ଦୁଃଖ ହରଣ କରନ୍ତି
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
କିଏ ମୋ ନାଁ ଭୋଟର ଲିଷ୍ଟ୍‌ରୁ ହଟେଇ ଦେଇଛି
ଏହାର ଅପସାରଣ ଆବଶ୍ୟକ