Home Oriya Odia Dictionary

Download Oriya Odia Dictionary APP

Disperse Oriya Odia Meaning

ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା, ବୁଣିବା

Definition

ଚାରିଆଡ଼କୁ ବିଞ୍ଚିବା
ବିଚ୍ଛୁରିତ ହେବା ଅବା ପଡିବାର କାର୍ଯ୍ୟ ଅବା ଭାବ

Example

କୃଷକ ଜମିରେ ମଞ୍ଜି ବିଞ୍ଚୁଛି
ହାତରୁ ବହିଗୁଡ଼ିକ ଖସି ପଡ଼ିଲାରୁ ଭୂମିରେ ଖେଳେଇ ହୋଇଗଲା
ସୂର୍ଯ୍ୟୋଦୟର ବିଚ୍ଛୁରିତ କିରଣରେ ଧରଣୀ ଚମକି ଉଠେ