Home Oriya Odia Dictionary

Download Oriya Odia Dictionary APP

Displeased Oriya Odia Meaning

ଅପ୍ରସନ୍ନ, କୁପିତ, ନାରାଜ, ରୁଷ୍ଟ

Definition

ଯାହା ସ୍ପଷ୍ଟ ନୁହେଁ
ଯେ ତୃପ୍ତ ହୋଇନାହିଁ
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯିଏ ପ୍ରସନ୍ନ ନୁହେଁ
ଯିଏ କ୍ରୋଧିତ ହୋଇଚି ବା ଯେ କ୍ରୋଧରେ ପୁର୍ଣ୍ଣ
ଯାହାଙ୍କର ଆଶା ହତ ବା ନଷ୍ଟ ହୋଇଯାଇଛି
ଯାହାକୁ ଦୁଃଖ ବା

Example

ବାଳକଟି ଅସ୍ପଷ୍ଟ ଭାଷାରେ କିଛି କହୁଛି
ତାହାର ଅତୃପ୍ତ ମନ ଠିକ୍‌ ଜ୍ଞାନକୁ ଖୋଜିବାରେ ଏଣେତେଣେ ଭ୍ରମୁଛି
ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ରାମର ଆଚରଣରେ ଗୁରୁଜୀ ଅପ୍ରସନ୍ନ ଥିଲ