Home Oriya Odia Dictionary

Download Oriya Odia Dictionary APP

Disputed Oriya Odia Meaning

ବିବାଦ ସମ୍ବଳିତ, ବିବାଦପୂର୍ଣ୍ଣ, ବିବାଦିତ, ବିବାଦୀୟ

Definition

ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ
ଯେଉଁ ବିଷୟରେ ବିବାଦ ହୁଏ

Example

ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ
ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ