Disqualification Oriya Odia Meaning
ଅପାତ୍ରତା, କୁପାତ୍ରତା
Definition
କ୍ଷମତାହୀନ ବା ଅକ୍ଷମ ହେବାର ଅବସ୍ଥା ବା ଭାବ
କୁପାତ୍ର ହେବା ଅବସ୍ଥା ବା ଭାବ
ପ୍ରବୀଣ ନହେବାର ଅବସ୍ଥା ବା ଭାବ
ଅଯୋଗ୍ୟ ହେବାର ଅବସ୍ଥା ବା ଭାବ
Example
ଅକ୍ଷମତା କାରଣରୁ ରାମୁଦ୍ୱାରା ସେହି କାମ ହୋଇପାରିଲା ନାହିଁ
କୁପାତ୍ର କାରଣରୁ ସେ ଲୋକଙ୍କ କୋପଭାଜନର ଶୀକାର ହେଲା
ଅଦକ୍ଷତା କାରଣରୁ ଶ୍ୟାମ ଏହି କାର୍ଯ୍ୟ ଠିକ୍ ଭାବରେ କରିପାରିଲା ନାହିଁ
ଅଯୋଗ୍ୟତା କାରଣରୁ ତାକୁ ଏହି ପଦ ମିଳିଲା ନାହିଁ
Political Leader in Oriya OdiaAwful in Oriya OdiaSeemly in Oriya OdiaNice in Oriya OdiaLxxviii in Oriya OdiaTusk in Oriya OdiaRescuer in Oriya OdiaIncarnate in Oriya OdiaFunction in Oriya OdiaNap in Oriya OdiaReturn in Oriya OdiaScholarship in Oriya OdiaRedolent in Oriya OdiaMultilingual in Oriya OdiaRule in Oriya OdiaSpate in Oriya OdiaInsemination in Oriya OdiaCrack in Oriya OdiaExpressed in Oriya OdiaDressing Down in Oriya Odia