Home Oriya Odia Dictionary

Download Oriya Odia Dictionary APP

Dissident Oriya Odia Meaning

ଅମତ, ଅରାଜି, ଅସମ୍ମତ, ଅସହମତ, ବିରୋଧୀ

Definition

ଯେ ବିପକ୍ଷରେ ଅଛି
ଯେ ତୃପ୍ତ ହୋଇନାହିଁ
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯାହା ସହିତ ଶତ୍ରୁତା ଅଛି
ଯେ ବିରୁଦ୍ଧରେ ଥାଏ
ଯିଏ ସହମତ ବା ରାଜି ନୁହେଁ
ଯାହା ଉପରେ କାହାର ସମାନ ମତ ନ ଥାଏ
ବିରୋଧ କରୁଥିବା ବ୍

Example

ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ
ତାହାର ଅତୃପ୍ତ ମନ ଠିକ୍‌ ଜ୍ଞାନକୁ ଖୋଜିବାରେ ଏଣେତେଣେ ଭ୍ରମୁଛି
ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ଶତ୍ରୁ ଏବଂ ନିଆଁକୁ