Home Oriya Odia Dictionary

Download Oriya Odia Dictionary APP

Dissonance Oriya Odia Meaning

ଅନୈକ୍ୟ, ମତଭିନ୍ନତା, ମତଭେଦ, ମତାନ୍ତର, ସ୍ବରହୀନତା

Definition

ଅସଙ୍ଗତ ହେବାର ଅବସ୍ଥା ବା ଭାବ
କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
ଆପସରେ ମିଶୁନଥିବା ଦୁଇ ବା ଅଧିକ ବ୍ୟକ୍ତି ବା ପକ୍ଷଙ୍କ ମତ
କୌଣସି ଜିନିଷ ଫାଟିଗଲେ ମଝିରେ ପଡ଼ୁଥିବା

Example

କାମ ଯୋଗୁଁ ଆସୁଥିବା ବିସଙ୍ଗତିଗୁଡ଼ିକୁ ଦୂରକରି କାର୍ଯ୍ୟରେ ଗତି ଅଣାଯାଇପାରିବ
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି
ନିଜ ନିଜ ମତଭେଦ ଯୋଗୁଁ ଏହି କାର୍ଯ୍ୟ ହୋଇପାରୁନାହିଁ
ଭୂକମ୍ପ କାରଣରୁ ଭୂମିରେ ସ୍ଥାନେସ୍ଥାନେ ଫ