Home Oriya Odia Dictionary

Download Oriya Odia Dictionary APP

Distant Oriya Odia Meaning

ଦୂର, ଦୂରବର୍ତ୍ତୀ, ସୁଦୂର

Definition

ଦୂରବର୍ତ୍ତୀ ବା ଯାହା ଦୂରରେ ଥାଏ
ଯାହା କ୍ରମରେ ନାହିଁ
ଅଲଗା ମତ ବା ଅନ୍ତର ହେବା
ଗୋଟିଏ ପକ୍ଷ ବା ଦୂର
ଯାହା ଅତି ଦୂର
ସମୟ ଦୃଷ୍ଟିରେ ଦୂର
ଯେଉଁଠି ପହଞ୍ଚିବା କଠିନ ଏବଂ

Example

କ୍ରମହୀନ ପୁସ୍ତକଗୁଡ଼ିକୁ କ୍ରମରେ ରଖ
ଦୂରେଇ ଛିଡ଼ା ହୁଅ
ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
ସୁଦୂର ଗ୍ରାମଗୁଡ଼ିକରେ ପହଞ୍ଚିବାପାଇଁ ଏବେ ବି ପାଦରେ ଚାଲିବାକୁ ପଡ଼ୁଛି
ସେ ସୁଦୂର କଥା