Home Oriya Odia Dictionary

Download Oriya Odia Dictionary APP

Distasteful Oriya Odia Meaning

ଅପ୍ରିୟ, ଅପ୍ରୀତିକର, ଅରୁଚିକର, ଘୃଣାକରିବାଲୋକ, ଜୁଗୁପ୍ସୁ, ନାପସନ୍ଦ

Definition

ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ଯିଏ ଅସତ୍ୟରେ ପୂର୍ଣ୍ଣ
ଘୃଣା କରିବାଲୋକ
ଯାହା ପସନ୍ଦ ନୁହେଁ
ଯେ ପ୍ରିୟ ନୁହେଁ
ଯାହା ରୋଚକ ନୁହେଁ
ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଯେ

Example

କାହାରିକୁ ଘୃଣା କରନାହିଁ, କାରଣ ଜୁଗୁପ୍‌ସ୍କ ଭଗବାନଙ୍କର ପ୍ରିୟ ହୋଇପାରନ୍ତିନାହିଁ
ବାଧ୍ୟତାବଶତଃ କିଛିଲୋକଙ୍କୁ ଅପସନ୍ଦ ବସ୍ତୁ କିଣିବାକୁ ପଡ଼େ
ଅପ୍ରିୟ କଥା କହ ନାହିଁ
ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ