Home Oriya Odia Dictionary

Download Oriya Odia Dictionary APP

Distorted Oriya Odia Meaning

ଅପଭ୍ରଂଶ

Definition

ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
କୌଣସି କାରଣରୁ ବସ୍ତୁର

Example

ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ / ତାର ମନ ମଇଳା