Home Oriya Odia Dictionary

Download Oriya Odia Dictionary APP

Distrait Oriya Odia Meaning

ଅସ୍ଥିର, ବିଚଳିତ, ବିଚ୍ୟୁତ, ସ୍ଖଳିତ

Definition

ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
ଯାହାର ଗତି ଅଛି ବା ଯେ ଚଳମାନ
ଯିଏ ସ୍ଖଳିତ ବା ଯାହାର ବ୍ୟବହାର ଭଲ ନୁହେଁ
ନିଜ ସ୍ଥାନରୁ ହଟାଇ ଦିଆଯାଇଥିବା ବା ଖସିପଡ଼ିଥିବା
ଯିଏ ଶାନ୍ତ ନୁହେଁ
ଯାହାକୁ କୌଣସି କଥାରେ ଖାତିର ନାହିଁ
ଖସିପଡ଼ି

Example

ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ସେ ନିଜ ମାର୍ଗରେ ବିଚଳିତ
ଅଧଃପତିତ ବ୍ୟକ୍ତି ସମାଜକୁ ରସାତଳକୁ ନେଇଯାଏ
ରାଜା ନିଜ ଅଧିକାରରୁ ଚ୍ୟୁତ ହୋଇ ବଣକୁ ଚାଲିଗଲେ / ତାଙ୍କୁ ତାଙ୍କ ଅଧିକାରରୁ ଚ୍ୟୁତ କରିଦିଆଗଲା
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ସେ ଦେଶ ଦୁନିଆ ବିଷୟରେ