Distribute Oriya Odia Meaning
ପ୍ରସାର କରିବା, ପ୍ରସାରିତ କରିବା, ବଢେଇବା, ବାଣ୍ଟିବା, ବିତରଣ କରିବା, ବିସ୍ତୃତ କରିବା
Definition
ଅଳ୍ପ ଅଳ୍ପ କରି ଦେବା
ପାଣିର ସହାୟତାରେ ରଗଡ଼ିକରି ପାଲିସ୍ କରିବା
କୌଣସି ବସ୍ତୁକୁ ଭାଗଭାଗ କରିବା
ବାଣ୍ଟିବା କ୍ରିୟା
ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
Example
ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
ସେ ଶିଳରେ ମସଲା ବାଟୁଛି
ଚୋରମାନେ ଚୋରି ଧନ ବାଣ୍ଟିଲେ
ଆଜି ତହସିଲଦାର ଭୂମି ବାଣ୍ଟିବାପାଇଁ ଆସୁଛନ୍ତି
ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
Sight in Oriya OdiaIll-omened in Oriya OdiaBetrayal in Oriya OdiaNevertheless in Oriya OdiaBind in Oriya OdiaPhilippine in Oriya OdiaMotivated in Oriya OdiaPenny in Oriya OdiaHook in Oriya OdiaName in Oriya OdiaSecondary in Oriya OdiaDesolate in Oriya OdiaStripy in Oriya OdiaMelon Tree in Oriya OdiaErudition in Oriya OdiaEndemic in Oriya OdiaByelorussian in Oriya OdiaVillain in Oriya OdiaAttain in Oriya OdiaCold in Oriya Odia