Home Oriya Odia Dictionary

Download Oriya Odia Dictionary APP

Diver Oriya Odia Meaning

ବୁଡାଳୀ

Definition

ପାଣିରେ ଡୁବ ଲଗାଉଥିବା ଲୋକ
ପାଣିରେ ବୁଡ଼ି ଜିନିଷପତ୍ର ଖୋଜୁଥିବା ବ୍ୟକ୍ତି
ଅଣ୍ଡିରା ଗଙ୍ଗେଇ ଚଢ଼େଇ
ଜଳାଶୟରେ ରହୁଥିବା ଏକ ଭୂତ

Example

ବୁଡ଼ାଳି ଦଳ ବୁଡ଼ି ଯାଉଥିବା ଲୋକମାନଙ୍କୁ ବଞ୍ଚାଇଲେ
ବୁଡ଼ାଳି କେତେକ ବୁଡ଼ିଯାଉଥିବା ଯାତ୍ରୀଙ୍କୁ ଉଦ୍ଧାର କଲେ
ଅଣ୍ଡିରା ଗଙ୍ଗେଇ ଚଢ଼େଇ ଆକାଶରେ ଉଡ଼ିଉଡ଼ି ପାଣିରେ ଡୁବ ଲଗାଏ
ପାଣିଭୂତ ଲୋକଙ୍କୁ ପାଣିରେ ବୁଡ଼ାଦିଏ