Home Oriya Odia Dictionary

Download Oriya Odia Dictionary APP

Divergency Oriya Odia Meaning

ବିଚଳନ

Definition

କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
ହାର ମାନିନେବା
ଥରକର ମୋଡ଼
ପ୍ରତିଜ୍ଞା ବା ସଙ୍କଳ୍ପରୁ ଓହରି ଯିବାର କାମ
ନିଜ ସ୍ଥାନରୁ ହଟିଯାଇ ଏଣେତେଣେ ହେବାର କ୍ରିୟା
ଜ୍ୟୋତିଷଶାସ୍ତ୍ରାନୁସାରେ କୌଣସି ଗ୍ରହ, ନକ୍ଷତ୍ରର ଅୟନାଂଶରୁ ଅପସରି ଘୁରିବା ବା ଏ

Example

ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
ବଟ ସାବିତ୍ରୀ ପୂଜାରେ ବରଗଛ ଦେହରେ ସୂତାର ଶହେ ଆଠ ଘେରା ଦିଆଯାଏ

ସାଧାରଣତଃ ସ୍ୱାର୍ଥ ବିଚଳନର କାରଣ ହୋଇଥାଏ
ରାତିର ଆକାଶରେ ତାରାମାନଙ୍କ