Home Oriya Odia Dictionary

Download Oriya Odia Dictionary APP

Divide Oriya Odia Meaning

ଅଧା ଅଧା ବାଣ୍ଟିବା, ଅଧା କରିବା, ଅଲଗା କରିବା, ବଣ୍ଟାହେବା, ବାଛିବା, ବାଣ୍ଟିହେବା, ବାହାର କରିବା

Definition

କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
ଘାସ ବା ଛଣରେ ତିଆରି ହୋଇଥିବା ମୋଟା ଦଉଡ଼ି
ଅଳ୍ପ ଅଳ୍ପ କରି ଦେବା
ପାଣିର ସ

Example

ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା
ବୋଝ ବାନ୍ଧିବାପାଇଁ ପାଳଦଉଡ଼ିର ବ୍ୟବହାର କରାଯାଏ
ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
ସେ ଶିଳରେ ମସଲା ବାଟୁଛି
ଏହି ରାସ୍ତା ସିଧା ମୋ