Home Oriya Odia Dictionary

Download Oriya Odia Dictionary APP

Dividend Oriya Odia Meaning

ବିଭାଜ୍ୟସଂଖ୍ୟା, ଭାଜ୍ୟ, ଭାଜ୍ୟସଂଖ୍ୟା, ଲାଭାଂଶ

Definition

ସେହି ସଂଖ୍ୟା ବା ରାଶି ଯାହାକୁ ଭାଜକ ଅଙ୍କ ବା ସଂଖ୍ୟାରେ ଭାଗ କରାଯାଏ
କୌଣସି ବ୍ୟବସାୟରେ ହୋଇଥିବା ଆର୍ଥିକ ଲାଭାଂଶ ଯାହା ବ୍ୟବସାୟରେ ଟଙ୍କା ଲଗାଇଥିବା ସବୁ ଅଂଶୀଦାରମାନଙ୍କୁ ସେମାନଙ୍କ ଭାଗ ଅନୁସାରେ ମିଳେ

Example

ଭାଜ୍ୟକୁ ଭାଜକଦ୍ୱାରା ଭାଗକଲାରୁ ଭାଗଫଳ ଚାରି ହେଲା
ମେଟ୍ରୋ କମ୍ପାନୀରୁ ମିଳିଥିବା ଲାଭାଂଶକୁ ଶେଖର ଅନ୍ୟ କମ୍ପାନୀରେ ଲଗାଇଲା
ଚାରି ଦୁଇଦ୍ୱାରା ବିଭାଜ୍ୟ