Home Oriya Odia Dictionary

Download Oriya Odia Dictionary APP

Divinity Oriya Odia Meaning

ଅମରତ୍ୱ, ଦେବତ୍ୱ, ଧର୍ମଶାସ୍ତ୍ର

Definition

ଜନସାଧାରଣଙ୍କ ହିତପାଇଁ ଉଲ୍ଲେଖ କରାଯାଉଥିବା ଧାର୍ମିକ ଗ୍ରନ୍ଥ
ଦେବତା ହେବାର ଭାବ ବା ଧର୍ମ
ପ୍ରଭୁ ହେବାର ସ୍ଥିତି
ଅମର ହେବାର ଅବସ୍ଥା
ଯେଉଁ ଶାସ୍ତ୍ରରେ ଧର୍ମ ବିଷୟରେ ଅଧ୍ୟୟନ କରାଯାଏ
ଯେଉଁ ଦେବତା ସୃଷ୍ଟି ଆରମ୍ଭରୁ ଦେବତାରୂପରେହିଁ ଜନ୍ମ ହୋଇଥି

Example

ମୋ ମା’ ଅବସର ସମୟରେ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରନ୍ତି
ଦେବତାଙ୍କ ଦେବତ୍ୱ ତାଙ୍କ ସୁକର୍ମରୁ ପ୍ରାପ୍ତ ହୋଇଥାଏ
ଈଶ୍ୱରଙ୍କ ପ୍ରଭୁତ୍ୱ କେହି ଅସ୍ୱୀକାର କରିପାରିବେ ନାହିଁ
ଅମରତ୍ୱପାଇଁ ଅସୁରମାନେ ମଧ୍ୟ ଅମୃତ ପାନ କରିବାକୁ ଚାହୁଁଥିଲେ
ସେ ଧର୍ମଶାସ୍ତ୍ରରେ ସ୍ନାତକ କରିଛନ୍ତି
ବ୍ରହ୍ମା, ବିଷ୍ଣୁ