Home Oriya Odia Dictionary

Download Oriya Odia Dictionary APP

Dock Oriya Odia Meaning

ପୁଚ୍ଛ କାଟିବା, ଲାଙ୍ଗୁଡ କାଟିବା, ଲାଞ୍ଜ କାଟିବା

Definition

ନ୍ୟାୟାଳୟର କାଠ ତିଆରି ଗଡ଼ା ଯେଉଁଠାରେ ଛିଡ଼ାହୋଇ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରେ
ଯେତେବେଳେ କୌଣସି ପିଲାଆଦିଙ୍କୁ ଉଠାଇ ଜଙ୍ଘ ଉପରେ ଦୁଇ ହାତରେ ଧରି ବା ସେହିଭଳି ନିଜ ପେଟ, ଛାତିଆଦିରେ ଜାକି ଧରିବାର ଶାରୀ

Example

କାଠଗଡ଼ାରେ ଛିଡ଼ାହୋଇଥିବା ସାକ୍ଷୀକୁ ଗୀତାଆଦି ଉପରେ ହାତ ରଖି ସତ୍ୟ କହିବାକୁ ଶପଥ ନେବାକୁ ପଡ଼େ
ମା’ ପିଲାକୁ କୋଳରେ ବସେଇ ଖାଦ୍ୟ ଖୁଆଉଛି
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
ସେ ନଦୀଘାଟରେ ବସି ନୌକାର ପ୍ରତୀକ୍ଷା କରୁଥିଲେ
ଲୁହା ପିଞ୍ଜରାରେ ବନ