Home Oriya Odia Dictionary

Download Oriya Odia Dictionary APP

Dole Out Oriya Odia Meaning

ବାଣ୍ଟିବା, ବିତରଣ କରିବା

Definition

କାହାକୁ କିଛି ଦେବାର କାର୍ଯ୍ୟ
ଭଲ ଧାରଣା ନେଇ ନିଜର କୌଣସି ବସ୍ତୁଆଦିକୁ ନିଃଶୁଳ୍କ ନିଜର ଅଧିକାରଠାରୁ ଅନ୍ୟର ଅଧିକାରରେ ପହଞ୍ଚାଇବା ବା ଅନ୍ୟକୁ ଦେବା
କାହାକୁ କିଛି ହସ୍ତଗତ କରାଇବା
ମୂଲ୍ୟ, ଦେଣାଆଦି ପରିଶୋଧ କରିବା
କୌଣସି ବସ୍ତୁ ଆଦିର

Example

ମୁଖ୍ୟ ଅତିଥି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କଲେ / ମଣିଷମାନଙ୍କ ଉପରେ ଆଲ୍ଲାଙ୍କ ଦାନ ବହୁମୂଲ୍ୟ
ସେ ନିଜର ଜମିକୁ ମନ୍ଦିର ତିଆରିପାଇଁ ଦାନ କଲେ
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
ପ୍ରଥମେ ମୋର ଋଣ ପରିଶୋଧ କର,